ଭୀଷ୍ମାଷ୍ଟମୀ Bhīshmāshṭamī

  • ସଂ. ବି — ମାଘ ଶୁକ୍ଲ ଅଷ୍ଟମୀ (ଯେଉଁ ଦିନ ପ୍ରତେକ ହିନ୍ଦୁ ଅପୁତ୍ରିକ ଭୀଷ୍ମଦେବଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରନ୍ତି।) — The 8th day of the bright lunar fortnight of Māgha (on which day every Hindu is enjoined to offer oblation of rice-cake to Bhīshma)