ଭୀଷ୍ମଙ୍କ ଶରଶଯ୍ୟା Bhīshmaṅka ṡaraṡaj̄yā
- ଦେ. ବି — ମହାଭାରତ ଯୁଦ୍ଧରେ ଅର୍ଜ୍ଜୁନଙ୍କଦ୍ୱାରା ଭୀଷ୍ମଙ୍କ ଶରୀରରେ ବିଦ୍ଧ ହୋଇ ଥିବା ବାଣମାନ ଲାଗିଥିବା ଅବସ୍ଥାରେ ଭୀଷ୍ମଙ୍କର ଉକ୍ତ ବାଣମାନଙ୍କ ଅଗ୍ରରେ ଶୟନ — The bed of arrows thrown by Arjuna which stuck to the body of Bhīsma like the quills of a peroupine and with which Bhīshma lay down as comfortably as on a feathery bed [Mahābhārata]