ଭୀଷ୍ମ ଶ୍ରାଦ୍ଧ Bhīshma ṡrāddha
- ସଂ.ବି. (ମଧ୍ୟପଦଲୋପୀ କର୍ମଧା) — ମାଘ ଶୁକ୍ଲାଷ୍ଟମୀ ବା ଭୀଷ୍ମାଷ୍ଟମୀ ଦିନ ଭୀଷ୍ମଦେବଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥଙ୍କ ଅନୁଷ୍ଠେୟ ଶ୍ରାଦ୍ଧ ବା ପିଣ୍ଡଦାନ କର୍ମ — Ṡrāddha or oblation of boiled rice offered to Bhīshma by every Hindu householder on the 8th day of the bright lunar fortnight of Māgha