ଭୀଷ୍ମ ତର୍ପଣ Bhīshma tarpaṇa

  • ସଂ. ବି — ପ୍ରତ୍ୟେକ ହିନ୍ଦୁ ତର୍ପଣ କରିବା ସମୟରେ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା ତିଳ ଜଳାଦି — Oblation of water and sessamum seeds offered to Bhīshma by every Hindu during Tarpaṇa