ଭୀଷ୍ମ କଟକ Bhīshma kaṭaka
- ଦେ. ବି. ନାମ — ବିଶାଖାପାଟଣା ଜିଲ୍ଲାର ଗୋଟିଏ ଓଡ଼ିଆ ଜମିଦାରୀ; ବିଷମ କଟକ — Name of a Zemindary estate in the Vizagapatam district
- ଦେ. ବି. ନାମ — [ଦ୍ର—ଏହା ପୂର୍ବେ ଜୟପୁର ରାଜ୍ୟର ଅଧୀନ ଥିଲା, କିନ୍ତୁ କାଳକ୍ରମେ ଏ ଜୟପୁରରୁ ପୃଥକ୍ ହୋଇଯାଇଥିଲା; ଏବେ ତାହା ଜୟପୁର ମହାରାଜା ଖରିଦ କରି ଜୟପୁରଭୁକ୍ତ କରିଅଛନ୍ତି ଓ ଏଥିର ଶିକ୍ଷିତ ଯୁବକ ରାଜା 'ଥାଟରାଜା' ଉପାଧି ଧାରଣ କରି ବିଶାଖାପାଟଣାରେ ଅବସ୍ଥାନ କରୁଅଛନ୍ତି।]