ଭୀତଧୀ Bhītadhī

  • ସଂ. ବିଣ (ବହୁବ୍ରୀହି) — ଭୟ ଯୋଗୁଁ ଯାହାର ବୁଦ୍ଧି ବିହ୍ୱଳ ହୋଇ ଅଛି — (one) Whose senses have been overpowered with fear
  • ସଂ. ବିଣ (ବହୁବ୍ରୀହି) — (ଉ—ବିଭୀଷଣ ସମୃଦ୍ଧି, ଆଶେ କଲା ଅବିଧି, ପଳା ତୁ ହେଲୁଣି ଭୀତଧି। ଭଞ୍ଜ. ବୈଦେହୀଶବିଳାସ।)