ଭୀତ ଚିତ୍ତ Bhīta chitta

  • ସଂ. ବି. (କର୍ମଧା; ଭୀତ+ଚିତ୍ତ) — ଭୟବିହଳ ହୃଦୟ — Frightened heart; terrified mind
  • ସଂ. ବିଣ. ପୁଂ (ବହୁବ୍ରୀହି; ଭୀତ+ଚିତ୍ତ) — ଅତ୍ୟନ୍ତ ତ୍ରସ୍ତ — Frightened; alarmed