ଭିରୁଡ଼ି ମାଇଲା ପରି ହେବା Bhiruṟḍ̠i māilā pari hebā

  • ଦେ. କ୍ରି — (ଭିରୁଡି଼ ଦଂଶିଲେ ତା ନାହୁଡ଼ର ଜ୍ୱାଳାରେ ମନୁଷ୍ୟ ଯେପରି ଅସ୍ଥିର ହୁଏ ସେହିପରି) ଅସ୍ଥିର ହେବା — To be restless
  • ଦେ. କ୍ରି — କ୍ରୋଧରେ ଅସ୍ଥିର ହେବା — To be restless with anger