ଭିନ୍ନ ଭିନ୍ନ Bhinna bhinna
- ଦେ. ବିଣ (ବହୁବଚନ) — ଖଣ୍ଡ ଖଣ୍ଡ; ଟିକି ଟିକି — Shattered to pieces
- ଦେ. ବିଣ (ବହୁବଚନ) — [ଉ—ବିଘାତି ବେନି ସାନୁମାନ, ବାଜି ତନୁରେ ଭିନ୍ନ ଭିନ୍ନ। ଭଞ୍ଜ. ବୈଦେହୀଶବିଳାସ।]
- ଦେ. ବିଣ (ବହୁବଚନ) — ପୃଥକ୍ ପୃଥକ୍; ବହୁପୃଥକ୍ (ବସ୍ତୁ) — Many different or distinct (things)