ଭିନ୍ନ ଗୁଣନ Bhinna guṇana

  • ଦେ. ବି (ଗଣିତ ପରିଭାଷା) — ଭଗ୍ନାଂଶ ରାଶିମାନଙ୍କର ଗୁଣନ — Multiplication of fractions
  • ଦେ. ବି (ଗଣିତ ପରିଭାଷା) — [ଦ୍ର—ଏହିପରି 'ଭିନ୍ନ ସଂକଳନ' 'ଭିନ୍ନ ବ୍ଯବକଳନ'; ଭିନ୍ନ ହରଣ ଆଦି ଶବ୍ଦ ହୁଏ।]