ଭିତ୍ରି ବଲଦ୍ Bhit-ri balad

  • ପ୍ରାଦେ. (ସମ୍ବଲପୁର) ବି — ଶଗଡ଼ରେ ବା ହଳରେ ଲାଗିଥିବା ବାଆଁ ପାଖର ବଳଦ। (ଏହାକୁ ଅଡ଼ାଇବାର ଧ୍ୱନି ତତ୍ରେ ତତ୍।) — The bullock yoked to the left side of a cart or plough