ଭିତ୍ତି ଚୌର Bhitti Cha̲u̲ra

  • ସଂ. ବି (ମଧ୍ୟପଦଲୋପୀ କର୍ମଧା; ଭିତ୍ତି+ଚୌର) — ଯେଉଁ ଚୋର କାନ୍ଥରେ ସିନ୍ଧି କରି ଚୋରି କରେ; ସିନ୍ଧିଆଳ ଚୋର — A house breaker; a burglar