ଭିତର ବାହାର Bhitara bāhāra

  • ଦେ. ବି. (ବିପରୀତ ସହଚର; ସଂ. ଅଭ୍ୟନ୍ତର+ବହିଃ) ଅନ୍ତର ଓ ବହିଃସ୍ଥଳ — Inside and outside
  • ଦେ. ବି. (ବିପରୀତ ସହଚର; ସଂ. ଅଭ୍ୟନ୍ତର+ବହିଃ) ମନ ଓ ଦେହ — Mind and body
  • ଦେ. ବି. (ବିପରୀତ ସହଚର; ସଂ. ଅଭ୍ୟନ୍ତର+ବହିଃ) ମାନସିକ ଚିନ୍ତା ଓ ବହିଃପ୍ରକାଶିତ ହାବଭାବ — Mental thoughts and external expressions