ଭିତର ଦୋଳ Bhitara doḻa
- ଦେ. ବି — ଶ୍ରୀକୃଷ୍ଣ ବିଗ୍ରହଙ୍କ ଉପରେ ଫାଲ୍ଗୁନ ଶୁକ୍ଳ ନବମୀ ଦିନ ଅବିର ଅର୍ପଣ — The sprinkling of Abira or red powder on the image of Kṛushṇa on the ninth day of the lighted fortnight of Phālguna
- ଦେ. ବି — [ଦ୍ର—ତହିଁ ପରଦିନ (ଫଗୁଦଶମୀ)ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଦେବବିଗ୍ରହକୁ ମନ୍ଦିରର ବାହାରକୁ ନିଆ ଯାଇ ବାହାର— ଫଗୁ ଉତ୍ସବ କରାଯାଏ।]