ଭିତର ତହବିଲ Bhitara tahabila

  • ଦେ. ବି (ସଂ. ଅଭ୍ୟନ୍ତର+ଫା. ତହବିଲ୍) — ଗଚ୍ଛିତ ବା ସଞ୍ଚିତ ଧନ — Hoarded wealth, stored up cash
  • ଦେ. ବି (ସଂ. ଅଭ୍ୟନ୍ତର+ଫା. ତହବିଲ୍) — [ଦ୍ର— ସାଧାରଣତଃ ଧନୀ ଲୋକଙ୍କର ତହବିଲ ବା ଧନ 2 ଟି ସ୍ଥାନରେ ରଖାଯାଏ; ବାହାର ତହବିଲ, ଯହିଁରୁ ଚଳନ୍ତି ଆୟ ବ୍ଯୟ ଚଳେ; ଭିତର ତହବିଲ, ଯେହିଁରେ ଧନ ଗଚ୍ଛିତ ରହେ ଓ ଅନିବାର୍ଯ୍ୟ ପ୍ରୟୋଜନ ବିନା ଯେଉଁ ତହବିଲରେ ହାତ ଦିଆଯାଏ ନାହିଁ।] — [ଦ୍ର— ସାଧାରଣତଃ ଧନୀ ଲୋକଙ୍କର ତହବିଲ ବା ଧନ2ଟି ସ୍ଥାନରେ ରଖାଯାଏ; ବାହାର ତହବିଲ, ଯହିଁରୁ ଚଳନ୍ତି ଆୟ ବ୍ଯୟ ଚଳେ; ଭିତର ତହବିଲ, ଯେହିଁରେ ଧନ ଗଚ୍ଛିତ ରହେ ଓ ଅନିବାର୍ଯ୍ୟ ପ୍ରୟୋଜନ ବିନା ଯେଉଁ ତହବିଲରେ ହାତ ଦିଆଯାଏ ନାହିଁ]