ଭିତର ଛେଉ Bhitara chheu

  • ପ୍ରାଦେ. (ପୁରୀ ଜଗନ୍ନାଥ ମନ୍ଦିର)ବି — ମନ୍ଦିରରେ ସେବକମାନଙ୍କର ତତ୍ତ୍ୱାବଧାରକ କର୍ମ— ଚାରୀଙ୍କର ରାଜଦତ୍ତ ଉପାଧିବିଶେଷ — A title granted to the person who is appointed to supervise the daily service of a Deity