ଭିତର ଘର Bhitara ghara
- ଦେ. ବି — ଅନ୍ତଃପୁର — Inner apartments
- ଦେ. ବି — [ଉ—ତୁମ୍ଭେ ବୋଲିବ ଭିତର ଘରେ ଥାଇ। କୃଷ୍ଣସିଂହ. ମହାଭାରତ. ବନ।]
- ଦେ. ବି — ଗୃହର ଅଭ୍ୟନ୍ତର ଅଂଶରେ ନିର୍ମିତ ଗୃହ — A house built inside the premises
- ପ୍ରାଦେ. (ଖୋରଧା) ବି — ରୋଷେଇ ଘର — Kitchen; cook-room