ଭିତର କଥା Bhitara kathā

  • ଦେ. ବି (ସଂ. ଅଭ୍ୟନ୍ତର+କଥା) — ଆଭ୍ୟନ୍ତରୀଣ ବିଷୟ — Internal affairs
  • ଦେ. ବି (ସଂ. ଅଭ୍ୟନ୍ତର+କଥା) — ହୃଦୟରେ ଗୁପ୍ତ ଭାବ — Secret mentality
  • ଦେ. ବି (ସଂ. ଅଭ୍ୟନ୍ତର+କଥା) — ଆନ୍ତରିକ ଇଚ୍ଛା — Inward wish
  • ଦେ. ବି (ସଂ. ଅଭ୍ୟନ୍ତର+କଥା) — ଚିନ୍ତା — Thought