ଭିତର ଅଗଣା Bhitara agaṇā
- ଦେ. ବି (ସଂ. ଅଭ୍ୟନ୍ତର+ଅଙ୍ଗନ) — ଗୃହର ଅଭ୍ୟନ୍ତରସ୍ଥ ପ୍ରାଙ୍ଗଣ — Inner court- yard of a house
- ଦେ. ବି (ସଂ. ଅଭ୍ୟନ୍ତର+ଅଙ୍ଗନ) — ଗୃହର ଅନ୍ତଃପୁର ସଂଲଗ୍ନ ଅଗଣା (ଯହିଁରେ ପରିବାରର ସ୍ତ୍ରୀମାନେ ଚଳପ୍ରଚଳ ହୁଅନ୍ତି) — The courtyard of a house attached to the female apartments