ଭିଣା ହାତୁଡ଼ି Bhiṇā hatuṟḍ̠i

  • ଦେ. ବି — ତୁଳା ଭିଣିବା ଧନୁର ସୂତ୍ରକୁ ଆଲୋଡ଼ନ କରିବା ନିମନ୍ତେ ବ୍ଯବହୃତ ଦୁଇ ମୁଣ୍ଡରେ ଗୋଲକ ଯୁକ୍ତ କାଠି — The dumbbell used for striking the string of a carding bow