ଭିଡ୍ୟମାନ Bhidyamāna

  • ସଂ. ବିଣ — (ଭିଦ୍ ଧାତୁ+କର୍ତ୍ତୃ. ଆନ)— ଯାହା ଭେଦ କରୁଅଛି — Piercing
  • ସଂ. ବିଣ — (+କର୍ମ. ଅନ)— ଯାହାକୁ ଭେଦ କରା ଯାଉଅଛି — Being rent asunder