ଭିଜିଟ୍ କାର୍ଡ଼ Bhijiṭ kārḍ

  • ଦେ. ବି (ଇଂ. ଭିଜିଟିଙ୍ଗ୍ କାର୍ଡ଼) — ଦର୍ଶନୀ ପତ୍ରିକା; କୌଣସି ପଦସ୍ଥ ବ୍ଯକ୍ତିଙ୍କୁ ଦେଖା କରିବା ପାଇଁ ଉପସ୍ଥିତ ବ୍ଯକ୍ତି ପୂର୍ବରୁ ଆପଣାର ନାମ ଧାମ ଲେଖି ଯେଉଁ ଟିକି କାଗଜ ବା ଟିକଟ୍ ପଦସ୍ଥ ବ୍ଯକ୍ତିଙ୍କଠାକୁ ପଠାଇ ଦିଅନ୍ତି — A visiting card