ଭିଜାଇବା Bhijā ibā

  • ଦେ. କ୍ରି. (ସଂ. ମସଜ ଧାତୁ=ମଜ୍ଜିବା; କିମ୍ବା ଭିଦ ଧାତୁ; ଭିଜିବା କ୍ରିୟାର ଣିଜନ୍ତ ରୂପ) — ଓଦା କରିବା — To moisten; to wet; to soak