ଭିଗ୍ଲେଇବା Bhig-leibā
- ପ୍ରାଦେ. (ବାଲେଶ୍ୱର) କ୍ରି. (ତୁଳ. ବଂ. ଭେଙ୍ଗାନ; ହି. ବିଚ୍କାନା) — ଖତେଇ ହେବା — To Make faces
- ପ୍ରାଦେ. (ବାଲେଶ୍ୱର) କ୍ରି. (ତୁଳ. ବଂ. ଭେଙ୍ଗାନ; ହି. ବିଚ୍କାନା) — ମାଗିଲା ବେଳେ ଅତିଶୟ ଲେଭେଡ଼େଇ ହେବା ନ୍ୟୂନ ହେବା — To excessively humiliate oneself while supplicating for a favour