ଭିକ୍ଷୁ Bhikshu

  • ସଂ. ବିଣ. (ଭିକ୍ଷ୍ ଧାତୁ+କର୍ତ୍ତୃ. ଉ) — ଯାଚକ — Soliciting; begging
  • ବି — ଚତୁର୍ଥାଶ୍ରମୀ ଦ୍ୱିଜ; ସନ୍ନ୍ୟାସୀ — A Brāhmaṇa who has taken to the 4th stage of life; viz. begging in the old age (as enjoined in the Hindu Ṡastras); a religious mendicant
  • ବି — ଭିକାରୀ — Beggar; mendicant
  • ବି — ବୁଦ୍ଧ ଶିଷ୍ୟ — A disciple of the Buddha
  • ବି — ବୌଦ୍ଧ ସନ୍ନ୍ୟାସୀ — A Buddhist monk
  • ବି — ପରିବ୍ରାଜକ — An itinerant monk
  • ବି — ଦ୍ୱି ଜାତିମାନଙ୍କର ବୃଦ୍ଧାବସ୍ଥାରେ ଅବଲମ୍ବନୀୟ 4 ର୍ଥ ଆଶ୍ରମ — ଦ୍ୱି ଜାତିମାନଙ୍କର ବୃଦ୍ଧାବସ୍ଥାରେ ଅବଲମ୍ବନୀୟ4ର୍ଥ ଆଶ୍ରମ— . The 4th or last stage in the life of a twice born, enjoined by the Ṡastras