ଭିଖ Bhikha
- ଦେ. ବି (ସଂ. ଭିକ୍ଷ) — ଭିକ୍ଷାଦ୍ରବ୍ୟ — Alms
- ଦେ. ବି (ସଂ. ଭିକ୍ଷ) — ଭିକ୍ଷାବୃତ୍ତି — begging; beggary
- ଦେ. ବି (ସଂ. ଭିକ୍ଷ) — (ଉ—ବ୍ରାହ୍ମଣକୁ ସିନାଟି ଲେଖିଅଛି ଭିଖ। କୃଷ୍ଣସିଂହ. ମହାଭାରତ ବନ।)
- ଦେ. ବି (ସଂ. ଭିକ୍ଷ) — ଭିକାରି ନାମକ ବ୍ଯକ୍ତିର ଡାକ ନାମ — A name for calling Bhikāri