ଭିକ୍ଷାଶୀ Bhikshāṡī
- ସଂ. ବିଣ. ବି ଓ ପୁଂ (ଭିକ୍ଷା+ଅଶ୍ ଧାତୁ=କର୍ତ୍ତୃ. ଇନ୍; 1 ମା. 1 ବଚନ) — ଭିକ୍ଷାଜୀବୀ — Mendicant; professional beggar
- ସଂ. ବିଣ. ବି ଓ ପୁଂ (ଭିକ୍ଷା+ଅଶ୍ ଧାତୁ=କର୍ତ୍ତୃ. ଇନ୍; 1 ମା. 1 ବଚନ) — (ଉ—ଯେ ଯୋଗୀ ଗୃହ ତ୍ୟାଗୀ ମଉନୀ ଭିକ୍ଷାଶୀ, ତାହାକୁଟି ବୋଲନ୍ତି ଭିକ୍ଷୁକ ସନ୍ନ୍ୟାସୀ। କୃଷ୍ଣସିଂହ. ମହାଭାରତ ଶାନ୍ତି।)