ଭିଆଣିଆଁ Bhiāṇiāñ

  • ଦେ. ବିଣ (ସଂ. ବିଧାନରୁ) — ବିବାହ ଆଦି କାର୍ଯ୍ୟପାଇଁ ବେଭାରରୂପେ ପଠାଯିବା ଅଳ୍ପ ମୂଲ୍ୟର ଅଥଚ ଦେଖିବାକୁ ଆଡ଼ମ୍ବରିଆ (ଲୁଗାପ୍ରଭୃତି) — Cheap yet showy sort of (clothes) meant for presentation to relations in marriage ceremonies