ଭିଆ ହେବା Bhiā hebā

  • ପ୍ରାଦେ. (ପୁରୀଜିଲ୍ଲା ବ୍ରାହ୍ମଣସମାଜ) କ୍ରି. (ସଂ. ବିବାହ) — ବିବାହ କରିବା; ବିବାହିତ ହେବା — To marry