ଭିଃ ପିଃ Bhiḥ-piḥ

  • ଦେ. ବି (ଇଂ ଭାଲ୍ୟୁ ପେଏବ୍ଳ୍ ଶବ୍ଦଦ୍ୱୟର ପ୍ରଥମ 2 ଅକ୍ଷର) — ଦ୍ରବ୍ୟମାନ ଡାକଦ୍ୱାରା ଗ୍ରହୀତା ନିକଟରେ ପହଞ୍ଚାଇ ତାଠାରୁ ମୂଲ୍ୟ ଆଦାୟ କରି ପ୍ରେରକକୁ ଦିଆଯିବାର ଡାକ ବିଭାଗର ପଦ୍ଧତି — Value payable post