ଭାସ୍ୱାନ୍ Bhāswān

  • ସଂ. ବିଣ. ପୁଂ (ଭାସ୍+ବତ୍=ଭାସ୍ୱତ୍ 1 ମା. 1 ବ) — ଦୀପ୍ତି ଶାଳୀ — Luminous; shining;
  • ସଂ. ବିଣ. ପୁଂ (ଭାସ୍+ବତ୍=ଭାସ୍ୱତ୍ 1 ମା. 1 ବ) — କୀରଣ ଶାଳୀ — Emitting rays of light
  • ସଂ. ବି. ପୁଂ — ସୂର୍ଯ୍ୟ — The sun
  • ସଂ. ବି. ପୁଂ — ବୀର — Hero; warrior
  • ସଂ. ବି. ପୁଂ — ଅର୍କଗୁଳ୍ମ — Calotropis Gigantea (Apte)