ଭାଳି ଭାଳି Bhāḻi bhāḻi

  • ଦେ. କ୍ରି. ବିଣ — ବହୁ ବିବେଚନା କରି; ଭାବି ଭାବି; ବହୁ ଚିନ୍ତା ପୂର୍ବକ — After mature consideration
  • ଦେ. କ୍ରି. ବିଣ — (ଉ—ଗୁନ୍ଥି ଫୁଲମାଳୀ ମାଳୀ, ପ୍ରାୟେ ପାତି ତୁଳି ତୁଳି, କେ ଚିତ୍ର ଲେଖିବି ଭାଳି ଭାଳି—ଭଞ୍ଜ. ପ୍ରେମସୁଧାନିଧି।)