ଭାଲୁକୁଣୀ ମୁଣ୍ଡୀ Bhālukuṇī muṇḍī

  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀର କେଶ ତୈଳ ଓ କଙ୍କତିକା ଦ୍ୱାରା ସଂଯତ ନ ହୋଇ ଅଡ଼ୁଆ ହୋଇ ମୁଣ୍ଡର ଏଣେ ତେଣେ ପଡ଼ି ଥାଏ — (a woman) With dishevelled and uncared and uncombed hair