ଭାଲୁ ଧରାଇବା Bhālu dharāibā
- ଦେ. କ୍ରି — କୌଣସି ବ୍ଯକ୍ତିକୁ ବିପଦର ମୁହଁରେ ପକାଇ ଦେବା — To cause a person fall into a danger
- ଦେ. କ୍ରି — କୌଣସି ବିପନ୍ନ ସଙ୍ଗୀକୁ ବିପନ୍ନ ଅବସ୍ଥାରେ ଛାଡ଼ି ଦେଇ ଚାଲି ଆସିବା — To leave a companion helpless in a perilous situation
- ଦେ. କ୍ରି — କୌଣସି କଷ୍ଟକର କାର୍ଯ୍ୟରେ ବା ଦାୟିତ୍ୱରେ କୌଣସି ଲୋକକୁ ଭରତି କରି ଦେଇ ହଇରାଣ କରିବା — To harass a person by engaging him in a business presenting insuperable difficulties and of great responsibility