ଭାର୍ଯ୍ୟାବନ୍ତ Bhārj̄yābanta

  • ଦେ. ବିଣ (ସଂ ଭାର୍ଯ୍ୟା+ବତ୍) — ଯାହାର ଭାର୍ଯ୍ୟା ଅଛି — Having a wife; married
  • ଦେ. ବିଣ (ସଂ ଭାର୍ଯ୍ୟା+ବତ୍) — (ଉ— ଭାରିଯା ଯାର ଅଛି ତାର ଘର। ଭାର୍ଯ୍ୟାବନ୍ତ ଲୋକର ଆନନ୍ଦ ନିରନ୍ତର—କୃଷ୍ଣସିଂହ. ମହାଭାରତ. ଆଦି।)