ଭାର୍ଯ୍ୟାଟ Bhārj̄yāṭa
- ସଂ. ବି. ପୁଂ (ଭାର୍ଯ୍ୟା+ଅଟ୍ ଧାତୁ+କର୍ତ୍ତୃ. ଅ; ଯେ ଭାର୍ଯ୍ୟା- ଦ୍ୱାରା ଆପଣାର ଜୀବିକା ନିର୍ବାହ କରେ) — ଭାରଦା; ଯେଉଁ ବ୍ଯକ୍ତି ଅର୍ଥାଦି ଲୋଭରେ ଆପଣାର ସ୍ତ୍ରୀକୁ ପରପୁରୁଷର ଉପଭୋଗ ନିମନ୍ତେ ଛାଡ଼ିଦିଏ; ଭାର୍ଯ୍ୟାର ଭଡ଼ାଖିଆ — A person who lives on the earnings of his wife's adultery; a person who lets his wife be enjoyed by another for consideration