ଭାରାକ୍ରାନ୍ତ Bhārākrānta

  • ସଂ. ବିଣ. ପୁଂ. ( 3 ୟା ତତ୍; ଭାର+ଆକ୍ରାନ୍ତ) — ଭାରଗ୍ରସ୍ତ — Loaded
  • ସଂ. ବିଣ. ପୁଂ. ( 3 ୟା ତତ୍; ଭାର+ଆକ୍ରାନ୍ତ) — ଗୁରୁ ଭାର ଦ୍ୱାରା ଆକ୍ରାନ୍ତ ବା ବ୍ୟସ୍ତ — Heavily laden; overburdened
  • ସଂ. ବିଣ. ପୁଂ. ( 3 ୟା ତତ୍; ଭାର+ଆକ୍ରାନ୍ତ) — କୌଣସି ଗୁରୁଦାୟିତ୍ୱ ଗ୍ରସ୍ତ — Charged with a heavy trust or responsibility