ଭାରସୁହା Bhārasuhā

  • ଦେ. ବିଣ. (ସଂ. ଭାରସହ) — ଭାରସହ (ଦେଖ) — Bhārasaha (See)
  • ଦେ. ବିଣ. (ସଂ. ଭାରସହ) — (ଉ—ଭାରସୁହା କାଣ୍ଡ— ମାନଙ୍କୁ ବାଛି ବାଛି, ବିନ୍ଧିଲେ ତାକୁ ଯୁଦ୍ଧେ ଉପ୍ରୋଧ ମୁରୁଛି। କୃଷ୍ଣସିଂହ. ମହାଭାରତ. ବନ।)