ଭାରତ Bhārata

  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — ଭାରତବର୍ଷ — India
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — (ଦ୍ର—ଏହା ଜମ୍ବୁଦ୍ୱୀପର ନଅଟି ବର୍ଷ ମଧ୍ୟରୁ ଏକ)
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — ଭରତ ରାଜାଙ୍କ ତନୟ — Name of the son of king Bharata
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — (ଭରତ+କୃତାର୍ଥେ. ଅ ଭରତ ବଂଶୀୟମାନଙ୍କୁ ଅବଲମ୍ବନ କରି ଯେଉଁ ଗ୍ରନ୍ଥ କରାଯାଇ ଅଛି) ବେଦବ୍ୟାସ ରଚିତ ମହାଭାରତ ନାମକ ମହାକାବ୍ୟ — The great Indian epic Mahābhārata
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — [ଦ୍ର—ମହାଭାରତ ଅତି ବିଶାଳଗ୍ରନ୍ଥ ଏବଂ ଏଥିରେ ଭାରତବର୍ଷର ସବୁ ବିଷୟ ବର୍ଣ୍ଣିତ ହୋଇଅଛି। ଏଥିପାଇଁ ଲୋକେ କହିଥାଆନ୍ତି,—ଯାହା ନାହିଁ ଭାରତେ ତାହା ନାହିଁ ଭାରତେ, ଅର୍ଥାତ୍ ମହାଭାରତ ଗ୍ରନ୍ଥରେ ଯାହା ନାହିଁ ତାହା ଭାରତବର୍ଷରେ ନାହିଁ।]
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — ନଟ — An actor
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — ଅଗ୍ନି — Fire
  • ସଂ. ବି. (ଭାରତ+ଅ; ଭରତ ନାମକ ରାଜପୁତ୍ରଙ୍କୁ ଦାନ କରା ଯାଇ ଥିବାରୁ, କିମ୍ବା ଦୁଷ୍ୟନ୍ତକୁମାର ଭରତଙ୍କ ଦ୍ୱାରା ଶାସିତ ହୋଇଥିବାରୁ) — ଭରତଙ୍କ ସଂକଳିତ ସଙ୍ଗୀତ, ବାଦ୍ୟ ଓ ନାଟ୍ୟ ବିଷୟକ ଶାସ୍ତ୍ର — The science of music and dramaturgy compiled by Bharata [Apte]
  • ସଂ. ବିଣ — ଭରତ ବଂଶୀୟ — Belonging to the race of Bharata