ଭାରତ ଯୁଦ୍ଧ Bhārata j̄uddha

  • ସଂ. ବି — କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ କୁରୁ ପାଣ୍ଡବଙ୍କ ମଧ୍ୟରେ ଅଷ୍ଟାଦଶ ଦିବସବ୍ୟାପୀ ମହାଭାରତୋକ୍ତ ମହାସମର — The great war (lasting for 18 days) described in the Mahābhārata between the Pāṇḍaba brothers and the Ka̲u̲raba brothers