ଭାରତ ଛଡ଼ା Bhārata chhaṟḍ̠ā
- ଦେ. ବିଣ — ଭାରତର ସୀମା ବହିର୍ଭୂତ — Beyond the domains of India
- ଦେ. ବିଣ — ଭାରତବର୍ଷରେ ଯାହା ମିଳେ ନାହିଁ — Not obtainable in India
- ଦେ. ବିଣ — ସୃଷ୍ଟି ଛଡ଼ା — Not to be met in the world
- ଦେ. ବିଣ — ମହାଭାରତରେ ଯାହା ବର୍ଣ୍ଣିତ ହୋଇ— ନାହିଁ — Not mentioned in the Mahābhārata