ଭାରତ ଗୌରବ Bhārata ga̲u̲raba

  • ସଂ. ବିଣ. (ଆଧୁନିକ; ବହୁବ୍ରୀହି) — ଭାରତବର୍ଷର ଗୌରବ ବା ମର୍ଯ୍ୟାଦାବୃଦ୍ଧିକାରୀ ବ୍ଯକ୍ତି — (a person) Who is an ornament to India
  • ଦେ. ବି — ଭାରତର ଶ୍ରେଷ୍ଠ ସନ୍ତାନ — An eminent Indian