ଭାରକୁଣ୍ଡା Bhārakuṇḍā

  • ଦେ. ବିଣ. ପୁଂ — କ୍ରୋଧ ବା ଅଭିମାନ ଯୋଗୁଁ ବିରସ (ମୁଖ) — Frowning (face)
  • ଦେ. ବିଣ. ପୁଂ — ଫୁଲୁକା — Swollen