ଭାର ନେବା Bhāra nebā

  • ଦେ. କ୍ରି — କୌଣସି ଭାରକୁ ସ୍ଥାନାନ୍ତରକୁ ନେବା — To carry a load to another place
  • ଦେ. କ୍ରି — କୌଣସି ଦାୟିତ୍ୱ ଗ୍ରହଣ କରିବା — To take upon oneself a responsibility