ଭାର ଘେନି ଯିବା Bhāra gheni j̄ibā

  • ଦେ. କ୍ରି — (ବୟଃପ୍ରାପ୍ତା କନ୍ଯା) ବୋଝ ଭାର ନେଇ ବାପ ଘରୁ ଶଶୁର ଘରକୁ ଯିବା — (a grown up girl) To go to her husband's house accompanied with presents (carried by carriers) from her father's house
  • ଦେ. କ୍ରି — (କନ୍ଯା) ବାପଘରୁ ଶଶୁର ଘରକୁ ପହିଲି ପାଳିଯିବା — (a girl) To start for the husband's house with presents for the first time after attaining puberty
  • ଦେ. କ୍ରି — (ଉ—ଫୁଲ ଫୁଟିଗଲା ପୁଲୁରି, ପର ପୁଅକୁ ଭସେଇ ଦେଇ, ଭାର ଘେନିଗଲା ସୁଲୁରୀ—ଢଗ।)