ଭାବ୍ୟ Bhābya

  • ସଂ. ବିଣ (ଭୂ ଧାତୁ+କର୍ମ. ଯ) — ଭବିତବ୍ୟ; ଯାହା ଅବଶ୍ୟ ଘଟିବ — Inevitable
  • ସଂ. ବିଣ (ଭୂ ଧାତୁ+କର୍ମ. ଯ) — ଭବିଷ୍ୟତ୍ — Future
  • ସଂ. ବିଣ (ଭୂ ଧାତୁ+କର୍ମ. ଯ) — ଚିନ୍ତନୀୟ — Thinkable
  • ସଂ. ବିଣ (ଭୂ ଧାତୁ+କର୍ମ. ଯ) — ସାଧ୍ୟ; ନିଷ୍ପାଦ୍ୟ — Performable