ଭାବିତ୍ର Bhābitra

  • ସଂ. ବି. (ଭାବି ଧାତୁ=ବିଦ୍ୟମାନ ଥିବା+କର୍ତ୍ତୃ. ଇତ୍ର) — ତ୍ରୈଲୋକ୍ୟ; ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ — The heaven, the earth and the nether world