ଭାବମୂଳକ Bhābamūḻaka

  • ସଂ. ବିଣ (ବହୁବ୍ରୀହି; ଭାବ+ମୂଳ+କ) — ଯାହାର ମୂଳରେ ଭାବ ବା ଆବେଗ ଥାଏ — Actuated by tense feeling; sentimental
  • ସଂ. ବିଣ (ବହୁବ୍ରୀହି; ଭାବ+ମୂଳ+କ) — ଅର୍ଥମୂଳକ — Having meaning or significance