ଭାବଗ୍ରାହୀ Bhābagrāhī

  • ସଂ. ବିଣ. ପୁଂ (ଭାବ+ଗ୍ରହ୍, ଧାତୁ+କର୍ତ୍ତୃ. ଇନ୍, 1 ମା. 1 ବ) — ଯେ ଅନ୍ଯ ବ୍ଯକ୍ତିର ମନୋଭାବ ବୁଝି ପାରେ — Able to understand another's intention or thoughts
  • ସଂ. ବି — ଭଗବାନ୍ — God
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males