ଭାବ ମିଶ୍ର Bhāba miṡra

  • ଦେ. ବି (ନାମ) — ଭାବପ୍ରକାଶ ନାମକ ବୈଦ୍ଯକ ଗ୍ରନ୍ଥର ପ୍ରଣେତା — Name of the author of the Hindu medical work Bhābaprakāṡa
  • ଦେ. ବି (ନାମ) — [ଦ୍ର—ଏ 300 ବର୍ଷ ପୂର୍ବେ ମଦ୍ର (ପ୍ରାଚୀନ ପଞ୍ଜାବ) ଦେଶରେ ଜନ୍ମଗ୍ରହଣ କରିଥିଲେ। ଏହାଙ୍କ ପିତାଙ୍କ ନାମ ଲଟକନ ମିଶ୍ର। ସୁବଳଚନ୍ଦ୍ର।] — [ଦ୍ର—ଏ300ବର୍ଷ ପୂର୍ବେ ମଦ୍ର (ପ୍ରାଚୀନ ପଞ୍ଜାବ) ଦେଶରେ ଜନ୍ମଗ୍ରହଣ କରିଥିଲେ ଏହାଙ୍କ ପିତାଙ୍କ ନାମ ଲଟକନ ମିଶ୍ର ସୁବଳଚନ୍ଦ୍ର]